അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି
ഉദാഹരണം : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ
പര്യായപദങ്ങൾ : ଅଭିଷିକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
बाधा-शांति के निमित्त जिस पर मंत्र पढ़कर जल छिड़का गया हो।
അർത്ഥം : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି
ഉദാഹരണം : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି
विधिपूर्वक स्नान कराया हुआ या जिसका अभिषेक किया गया हो।
അർത്ഥം : ଯେ ଗାଧୋଇଛି
ഉദാഹരണം : ଗାଧୋଇଥିବା ବ୍ୟକ୍ତି ରଙ୍ଗ ଖେଳିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲା
പര്യായപദങ്ങൾ : ଗାଧୁଆ, ଗାଧୋଇଥିବା
जिसने स्नान किया हो।
അർത്ഥം : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି
ഉദാഹരണം : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ
विधिपूर्वक जल छिड़ककर अधिकार का भार दिया हुआ।
ഇൻസ്റ്റാൾ ചെയ്യുക