അർത്ഥം : ସ୍ଥାପନ ବା ପ୍ରତିଷ୍ଠା କରିବା କ୍ରିୟା
ഉദാഹരണം :
ଛକ ଉପରେ ଗାନ୍ଧିଜୀଙ୍କ ମୂର୍ତ୍ତିର ସ୍ଥାପନା ହେଲା
പര്യായപദങ്ങൾ : ଥାପନା, ପ୍ରତିଷ୍ଠା
മറ്റ് ഭാഷകളിലേക്കുള്ള വിവർത്തനം :
The act of putting something in a certain place.
emplacement, locating, location, placement, position, positioningഅർത്ഥം : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ഉദാഹരണം :
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
പര്യായപദങ്ങൾ : ଅଧିସ୍ଥାପନା, ଗଠନ, ନିର୍ମାଣ, ସଂସ୍ଥାପନା
മറ്റ് ഭാഷകളിലേക്കുള്ള വിവർത്തനം :