അർത്ഥം : ଯାହା ସ୍ତ୍ରୀ ଜାତିସହ ସଂଶ୍ଳିଷ୍ଟ
ഉദാഹരണം :
ବାଘୁଣୀ, ସିଂହୀଆଦି ସ୍ତ୍ରୀ ଶ୍ରେଣୀର
മറ്റ് ഭാഷകളിലേക്കുള്ള വിവർത്തനം :
An animal that produces gametes (ova) that can be fertilized by male gametes (spermatozoa).
femaleഅർത്ഥം : କାହାର ବିବାହିତା ସ୍ତ୍ରୀ
ഉദാഹരണം :
ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି
പര്യായപദങ്ങൾ : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଜୀବନ ସାଥୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ନାରୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ
മറ്റ് ഭാഷകളിലേക്കുള്ള വിവർത്തനം :
किसी की विवाहिता नारी।
वह अपनी पत्नी पर जान छिड़कता है।അർത്ഥം : ଗୋଟିଏ ବର୍ଣ୍ଣବୃତ୍ତ
ഉദാഹരണം :
ସ୍ତ୍ରୀରେ ଦୁଇଟି ଗୁରୁ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନୁଷ୍ୟ ଜାତୀୟ ଜୀବର ଦୁଇଟି ଭେଦ ମଧ୍ୟରୁ ଗୋଟିଏ ହେଲା ଯେ ସେ ଗର୍ଭଧାରଣ କରି ସନ୍ତାନ ଉତ୍ପନ୍ନ କରିପାରେ
ഉദാഹരണം :
ଆଜିର ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କର ସମାନ ହୋଇ ରହିଛନ୍ତି
പര്യായപദങ്ങൾ : ନାରୀ, ବାମା, ବାଳା, ମହିଳା, ସ୍ତ୍ରୀଲୋକ
മറ്റ് ഭാഷകളിലേക്കുള്ള വിവർത്തനം :
मनुष्य जाति के जीवों के दो भेदों में से एक जो गर्भ धारण करके संतान उत्पन्न कर सकती है।
आज की महिलाएँ हर क्षेत्र में पुरुषों की बराबरी कर रही हैं।