അർത്ഥം : ସେହି ବ୍ୟକ୍ତି, ତତ୍ତ୍ୱ, ବା ତଥ୍ୟ ଯାହା କୌଣସି ସଂସ୍ଥା, କାମ, ବା ସିଦ୍ଧାନ୍ତ ଆଦିର ଆଧାର ରୂପରେ ଥାଏ
ഉദാഹരണം :
ମୋ ଶିକ୍ଷକ ଏହି ମହାବିଦ୍ୟାଳୟର ଏକ ସ୍ତମ୍ଭ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମ୍ବାଦ ପତ୍ରର ପୃଷ୍ଠା ,ସାରଣୀ ଆଦିରେ ଥିବା ସେହି ବିଭାଗ ଯେଉଁଥିରେ ଉପରୁ ତଳ ପର୍ଯ୍ୟନ୍ତ କିଛି ବିଶେଷ କଥା ,ଅଙ୍କ ଆଦି ଥାଏ
ഉദാഹരണം :
ଆପଣ କେଉଁ ସ୍ତମ୍ଭ ପଢ଼ୁଛନ୍ତି?
മറ്റ് ഭാഷകളിലേക്കുള്ള വിവർത്തനം :