അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
ഉദാഹരണം : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
പര്യായപദങ്ങൾ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो गिर या ढह गया हो।
Torn down and broken up.
അർത്ഥം : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
ഉദാഹരണം : ସେ ନିଜ ମାର୍ଗରେ ବିଚଳିତ
പര്യായപദങ്ങൾ : ଅସ୍ଥିର, ବିଚଳିତ, ବିଚ୍ୟୁତ
अपने स्थान, प्रतिज्ञा, सिद्धान्त आदि से हटा हुआ।
Having the attention diverted especially because of anxiety.
അർത്ഥം : ଖସିପଡ଼ିଥିବା ବା ଗଡ଼ି ଆସି ଥିବା
ഉദാഹരണം : ପର୍ବତରୁ ସ୍ଖଳିତ ଭୂଖଣ୍ଡଦ୍ୱାରା ଏହି ପାହାଡ଼ିଆ ରାସ୍ତା ବନ୍ଦ ହୋଇଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
खिसका या फिसला हुआ।
ഇൻസ്റ്റാൾ ചെയ്യുക