അർത്ഥം : ଯେଉଁ ସମୟ ମଧ୍ୟରେ କୌଣସି ସ୍କୁଲରେ ପଢ଼ାପଢ଼ି କାର୍ଯ୍ୟ ଚାଲେ
ഉദാഹരണം :
ସ୍କୁଲ୍ ପରେ ଆମେ ସିଧା ଘରକୁ ଯିବୁ ମୋର ସ୍କୁଲ୍ ଚାରିଟା ଯାଏଁ
പര്യായപദങ്ങൾ : ବିଦ୍ୟାଳୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ
ഉദാഹരണം :
ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ
പര്യായപദങ്ങൾ : ପାଠଶାଳା, ବିଦ୍ୟାଳୟ
മറ്റ് ഭാഷകളിലേക്കുള്ള വിവർത്തനം :
A building where young people receive education.
The school was built in 1932.അർത്ഥം : କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ
ഉദാഹരണം :
ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା
പര്യായപദങ്ങൾ : ବିଦ୍ୟାଳୟ
മറ്റ് ഭാഷകളിലേക്കുള്ള വിവർത്തനം :
An educational institution's faculty and students.
The school keeps parents informed.