അർത്ഥം : ଉପର ଚଢ଼ିବା କିମ୍ବା ଓହ୍ଲାଇବାପାଇଁ ବନା ଯାଇଥିବା ସାଧନରେ ପାଦ ରଖିବାପାଇଁ ପ୍ରତ୍ୟେକ ସ୍ଥାନ
ഉദാഹരണം :
ଏହି ନିଶୁଣିରୁ ଦୁଇଟି ସିଡି ବାହାରି ଯାଇଅଛି
പര്യായപദങ്ങൾ : ସିଡି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ କ୍ରମ, ବ୍ୟବସ୍ଥା ବା ସମୟରେ ଉପସ୍ଥିତ ବ୍ୟକ୍ତି କୌଣସି କାମ ଏକାଥରକେ ଭାଗଭାଗ ହୋଇ ସମ୍ପାଦିତ କରେ
ഉദാഹരണം :
ମଦର ପ୍ରଥମ ସୋପାନ ଶେଷ ହେବାମାତ୍ରେ ହିଁ ସେ ଉଠିଗଲା କବି ସମ୍ମିଳନୀର ଏହା ତୃତୀୟ ସୋପାନ ଚାଲୁଛି
പര്യായപദങ്ങൾ : କ୍ରମ
മറ്റ് ഭാഷകളിലേക്കുള്ള വിവർത്തനം :
वह क्रम, व्यवस्था अथवा समय जिसमें उपस्थित व्यक्ति कोई काम एक बार बारी-बारी से संपादित करे।
शराब का पहला दौर खत्म होते ही वह उठ गया।