അർത്ഥം : ଯେଉଁ ସଂସ୍ଥା ବା ଗୋଷ୍ଠୀ ସେବା ପ୍ରଦାନ କରନ୍ତି
ഉദാഹരണം :
ଆମ ସହରରେ ଏକ ନୂଆ ମୋବାଇଲ ସର୍ଭିସ ଖୋଲିଛି
പര്യായപദങ്ങൾ : ସର୍ଭିସ
മറ്റ് ഭാഷകളിലേക്കുള്ള വിവർത്തനം :
वह संस्था या निकाय जो सेवा प्रदान करती है।
हमारे कस्बे में मोबाइल की एक नई सर्विस खुली है।A company or agency that performs a public service. Subject to government regulation.
serviceഅർത്ഥം : ଅନ୍ୟ ନିମନ୍ତେ କର୍ତବ୍ୟ ପାଳନ, ସ୍ଥାନର ବ୍ୟବସ୍ଥା ଓ ସହାୟକ ଉପକରଣ ଆଦି
ഉദാഹരണം :
ଏଠାକାର ହୋଟଲମାନଙ୍କରେ ଭଲ ସେବା ଉପଲବ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
दूसरों के लिए कर्तव्य का पालन, स्थान की व्यवस्था और सहायक उपकरण आदि।
यहाँ के होटलों में अच्छी सेवाएँ उपलब्ध हैं।Performance of duties or provision of space and equipment helpful to others.
The mayor tried to maintain city services.അർത്ഥം : ଗୁରୁଜନ, ପୂଜ୍ୟ, ସ୍ୱାମୀଆଦିଙ୍କୁ ସୁଖ ପହଞ୍ଚାଇବାପାଇଁ କରାଯାଉଥିବା କାମ
ഉദാഹരണം :
ସେ ଦିନରାତି ନିଜ ମାତାପିତାଙ୍କ ସେବାରେ ଲାଗିଥାଏ
പര്യായപദങ്ങൾ : ପରିଚର୍ଯ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରୋଗୀର ପରିଚର୍ଯ୍ୟା
ഉദാഹരണം :
ସେବିକା ବଡ଼ ଆଗ୍ରହରେ ରୋଗୀର ସେବାଶୁଶ୍ରୂଷା କଲା
പര്യായപദങ്ങൾ : ସେବାଶୁଶ୍ରୂଷା
മറ്റ് ഭാഷകളിലേക്കുള്ള വിവർത്തനം :
The work of caring for the sick or injured or infirm.
nursingഅർത്ഥം : ଚାକରର କାମ
ഉദാഹരണം :
ଏହି ଘରର ସେବା ମୁଁ ଗଲା କୋଡ଼ିଏ ବର୍ଷହେଲା କରିଆସୁଅଛି
പര്യായപദങ്ങൾ : ଚାକିରି, ପରିଚର୍ଯ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସାର୍ବଜନୀନ ବା ଯେଉଁ ସରକାରୀ କାର୍ଯ୍ୟ କୌଣସି ବିଶେଷ ବିଭାଗର ଦାୟିତ୍ୱରେ ଥାଏ
ഉദാഹരണം :
ଆଜିକାଲି ରେଳ ଓ ଉଡ଼ାଜାହାଜ ସେବା ଅଧିକ ସୁଗମ ହୋଇଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
सार्वजनिक या राजकीय कार्य जो किसी विशेष विभाग के जिम्मे होता है।
आजकल रेल और हवाई सेवाएँ अधिक सुगम हो गई हैं।Work done by one person or group that benefits another.
Budget separately for goods and services.അർത്ഥം : ଅନ୍ୟର ହିତ ବା ସୁବିଧା ନିମନ୍ତେ କୌଣସି ବ୍ୟକ୍ତି ବା ସମୂହ ଦ୍ବାରା କରାଯାଇଥିବା କାମ
ഉദാഹരണം :
ମୋବାଇଲ କମ୍ପାନୀଗୁଡିକ ନିଜର ଗ୍ରାହାକମାନଙ୍କ ନିମନ୍ତେ ଗୋଟିଏ ଅଦ୍ବିତୀୟ ସେବା ଆରମ୍ଭ କରିଛନ୍ତି
പര്യായപദങ്ങൾ : ସର୍ଭିସ୍
മറ്റ് ഭാഷകളിലേക്കുള്ള വിവർത്തനം :
Work done by one person or group that benefits another.
Budget separately for goods and services.