അർത്ഥം : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ
ഉദാഹരണം :
ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
പര്യായപദങ്ങൾ : ଉପାୟ
മറ്റ് ഭാഷകളിലേക്കുള്ള വിവർത്തനം :
थोड़े शब्दों में कहा हुआ वह पद या वचन जिसमें बहुत और गूढ़ अर्थ हों।
गुरुजी से मुझे जीवन जीने का सूत्र मिल गया।അർത്ഥം : ଯେଉଁ ସାଙ୍କେତିକ ପଦ ବା ଶବ୍ଦଦ୍ୱାରା କୌଣସି କାର୍ଯ୍ୟ କରିବାର ମୂଳ ସିଦ୍ଧାନ୍ତ, ପ୍ରକ୍ରିୟାଆଦି ସଂକ୍ଷିପ୍ତ ରୂପେ ନିହିତ ଥାଏ
ഉദാഹരണം :
ଶକ୍ତି ସଂପର୍କରେ ଆଇଷ୍ଟାଇନଙ୍କ ପ୍ରଦତ୍ତ ସୂତ୍ର ଉଲ୍ଲେଖ କର
മറ്റ് ഭാഷകളിലേക്കുള്ള വിവർത്തനം :
वह सांकेतिक पद या शब्द जिसमें कोई वस्तु बनाने या कार्य करने के मूल सिद्धांत, प्रक्रिया आदि का संक्षिप्त विधान निहित हो।
ऊर्जा के लिए दिया गया आइंस्टीन का सूत्र बताइए।അർത്ഥം : ଯାହାଦ୍ୱାରା କିଛି ସୂଚନା ମିଳେ
ഉദാഹരണം :
ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କିଛି ପାକିସ୍ଥାନୀ ଗୁପ୍ତଚର ଏହି ସହରରେ ଅଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
A document (or organization) from which information is obtained.
The reporter had two sources for the story.അർത്ഥം : କୌଣସି କାର୍ଯ୍ୟ ବା ଯୋଜନା ସମ୍ବନ୍ଧିତ ଅନେକ ବିଷୟରୁ କିଛି ଯାହା ସେହି କାର୍ଯ୍ୟ ବା ଯୋଜନା ସଫଳ ହେବାପାଇଁ ଚିନ୍ତା କରାଯାଇଥାଏ
ഉദാഹരണം :
ଏହି ଯୋଜନାର ଚାରିଟି ସୂତ୍ର ମଧ୍ୟରୁ ଦୁଇଟି ଅତି ଉପଯୋଗୀ ଏବଂ ଆବଶ୍ୟକ
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य या योजना के संबंध में उन अनेकों बातों में से कोई, जो उस कार्य या योजना की सिद्धि के लिए सोची जाए।
इस योजना के चार सूत्रों में से दो बहुत ही उपयोगी और आवश्यक हैं।അർത്ഥം : ତୁଳା, ରେଶମଆଦିର ସେହି ଲମ୍ବା ରୂପ ଯାହା ବୁଣିବାପାଇଁ ତିଆରି ହୋଇଥାଏ
ഉദാഹരണം :
ଏହି ଶାଢ଼ୀ ରେଶମୀ ସୂତାରେ ତିଆରି ହୋଇଛି
മറ്റ് ഭാഷകളിലേക്കുള്ള വിവർത്തനം :