അർത്ഥം : ପତଳା ବା ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ഉദാഹരണം :
କନାର ସୂକ୍ଷ୍ମତା ଯେ କୌଣସି ଲୋକ ପରଖି ପାରେନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ବିଷୟରେ ଛୋଟଛୋଟ କଥା
ഉദാഹരണം :
ମୋତେ ଏହି ଯନ୍ତ୍ରର ସୂକ୍ଷ୍ମତା ବିଷୟରେ ବୁଝାନ୍ତୁ
പര്യായപദങ്ങൾ : ସୂକ୍ଷ୍ମତ୍ୱ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
ഉദാഹരണം :
ସୂକ୍ଷ୍ମତା କାରଣରୁ ବହୁତ ଜୀବ ଆଖିକୁ ଦେଖାଯାନ୍ତି ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
The property of being very small in size.
Hence the minuteness of detail in the painting.അർത്ഥം : ପତଳା ହେବା ଅବସ୍ଥା ବା ଭାବ
ഉദാഹരണം :
ସିଫନ୍ କନାର ସୂକ୍ଷ୍ମତା ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
Relatively small dimension through an object as opposed to its length or width.
The tenuity of a hair.