അർത്ഥം : ଯେ ଶୃଙ୍ଗାର ବା ମେକ୍ପ ହୋଇଛି
ഉദാഹരണം :
ସମାରୋହରେ କେବଳ ଶୃଙ୍ଗାରିତ ଚେହେରା ହିଁ ଦିଶୁଥିଲା
പര്യായപദങ്ങൾ : ମେକପ କରାଯାଇଥିବା, ମେକ୍ପ ହୋଇଥିବା, ଶୃଙ୍ଗାରିତ, ସୁସଜ୍ଜ
മറ്റ് ഭാഷകളിലേക്കുള്ള വിവർത്തനം :
* जिसने शृंगार या मेकअप किया हो या लगाया हो।
समारोह में केवल शृंगारित चेहरे ही नजर आ रहे थे।അർത്ഥം : ଯାହା ହତିଆର ଆଦିରେ ସଜା ହୋଇଥାଏ
ഉദാഹരണം :
ପୋଲିସ ଜଣେ ଅବୈଧ ହତିଆରରେ ସୁସଜ୍ଜିତ ବ୍ୟକ୍ତିକୁ ଧରିଲେ ଭାରତ କ୍ଷେପଣାସ୍ତ୍ର ରୋଧକ କ୍ଷମତାରେ ସୁସଜ୍ଜିତ ହୋଇରହିଛି
പര്യായപദങ്ങൾ : ସଜ୍ଜିତ
മറ്റ് ഭാഷകളിലേക്കുള്ള വിവർത്തനം :
हथियारों आदि से सजा हुआ।
पुलिस ने एक अवैध हथियारों से लैस व्यक्ति को पकड़ा।