അർത്ഥം : ଯାହାର ସ୍ୱଭାବ ଭଲ
ഉദാഹരണം :
ଶାନ୍ତ ବ୍ୟକ୍ତି ନିଜର ସ୍ୱଭାବଦ୍ୱାରା ସମସ୍ତଙ୍କ ହୃଦୟ ଜିତିପାରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
Having or showing a kindly or tender nature.
The gentle touch of her hand.അർത്ഥം : ଅତ୍ୟନ୍ତ ସୁନ୍ଦର
ഉദാഹരണം :
ସୀତାର ପୁଅ ସୁଚାରୁ ଓ ସୁଶୀଳ
പര്യായപദങ്ങൾ : ଚାରୁବନ୍ତ, ଲାବଣ୍ୟବନ୍ତ, ସୁଚାରୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
ഉദാഹരണം :
ରାମ ଜଣେ ଭଦ୍ର ବ୍ୟକ୍ତି
പര്യായപദങ്ങൾ : ଭଦ୍ର, ଶାଳୀନ, ଶିଷ୍ଟ, ଶୀଳ, ସଭ୍ୟ, ସୁଶିକ୍ଷିତ
മറ്റ് ഭാഷകളിലേക്കുള്ള വിവർത്തനം :
अच्छे आचरण और शुद्ध आचार-विचारवाला।
प्रभु श्रीराम एक आचारी पुरूष थे।അർത്ഥം : ଭଲ ଚରିତ୍ର ବା ଭଲ ସ୍ୱଭାବର
ഉദാഹരണം :
ସଚରିତ୍ର ବ୍ୟକ୍ତି ହିଁ ସମାଜର ପ୍ରକୃତ କର୍ଣ୍ଣଧାର
പര്യായപദങ്ങൾ : ଚରିତ୍ରବାନ, ଶିଷ୍ଟାଚାରୀ, ସଚ୍ଚରିତ୍ର, ସଦାଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Morally excellent.
virtuousഅർത്ഥം : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
ഉദാഹരണം :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
പര്യായപദങ്ങൾ : ଭଦ୍ର, ଭଲ, ସଜ୍ଜନ
മറ്റ് ഭാഷകളിലേക്കുള്ള വിവർത്തനം :
Having an easygoing and cheerful disposition.
Too good-natured to resent a little criticism.