അർത്ഥം : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା
ഉദാഹരണം :
ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ
പര്യായപദങ്ങൾ : ବଞ୍ଚାଇବା, ରକ୍ଷାକରିବା, ସଂରକ୍ଷିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।
इस झील को बचाइए।Keep undisturbed for personal or private use for hunting, shooting, or fishing.
Preserve the forest and the lakes.അർത്ഥം : ଖରାପ ଦଶାରେ ଗତି କରିବାରୁ ରୋକିବା
ഉദാഹരണം :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
പര്യായപദങ്ങൾ : ସମ୍ଭାଳିବା
മറ്റ് ഭാഷകളിലേക്കുള്ള വിവർത്തനം :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.അർത്ഥം : ଖରାପ ହେବାକୁ ନଦେବା
ഉദാഹരണം :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।അർത്ഥം : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
ഉദാഹരണം :
ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି
പര്യായപദങ്ങൾ : ଜୀବିତ ରଖିବା, ବଜାୟ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
* नष्ट या अंत या भंग होने से बचाना या सुरक्षित रखना।
घर की शांति को बनाए रखिए।