അർത്ഥം : ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ ବଞ୍ଚେଇବା ପ୍ରକ୍ରିୟା
ഉദാഹരണം :
ବିପଦରେ ସେ ନିଜର ରକ୍ଷାପାଇଁ ଭଗବାନଙ୍କୁ ପ୍ରାର୍ଥନା କଲା
പര്യായപദങ്ങൾ : ପ୍ରତିରକ୍ଷା, ରକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୁରକ୍ଷିତ ହେବା ବା ରହିବା ଅବସ୍ଥା
ഉദാഹരണം :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.അർത്ഥം : ଭଲଭାବରେ କରାଯାଉଥିବା ରକ୍ଷା
ഉദാഹരണം :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
പര്യായപദങ്ങൾ : ନିରାପତ୍ତା, ରକ୍ଷା, ସଂରକ୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.അർത്ഥം : ବଞ୍ଚିବା କ୍ରିୟା
ഉദാഹരണം :
ପରିଚ୍ଛନ୍ନତାଦ୍ୱାରା କେତେକ ରୋଗଠାରୁ ସୁରକ୍ଷା ସମ୍ଭବ
മറ്റ് ഭാഷകളിലേക്കുള്ള വിവർത്തനം :
The act of preventing.
There was no bar against leaving.