പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ସୁର എന്ന വാക്കിന്റെ അർത്ഥവും ഉദാഹരണവും.

ସୁର   ବିଶେଷ୍ୟ

അർത്ഥം : ସଙ୍ଗୀତର ସାତଟି ନିର୍ଦ୍ଦିଷ୍ଟ ଶଦ୍ଦ ବା ଧ୍ୱନି ଯାହାର ସ୍ୱରୂପ,ତୀବ୍ରତା,ତନ୍ୟତା ଆଦି ସ୍ଥିର ଥାଏ

ഉദാഹരണം : ଷଡ଼ଜ,ଋଷଭ,ଗାଂଧାର,ମଧ୍ୟମ,ପଂକଜ,ଧୈବତ ଏବଂ ନିଷାଦ ଏସବୁ ସଙ୍ଗୀତର ସାତଟି ସ୍ୱର

പര്യായപദങ്ങൾ : ସଙ୍ଗୀତ ସ୍ୱର, ସ୍ୱର


മറ്റ് ഭാഷകളിലേക്കുള്ള വിവർത്തനം :

संगीत में सात निश्चित शब्द या ध्वनियाँ जिनका स्वरूप, तीव्रता, तन्यता आदि स्थिर है।

षडज, ऋषभ, गांधार, मध्यम, पंचम, धैवत और निषाद - ये सात संगीत स्वर हैं।
मुख्य स्वर, शुद्ध स्वर, संगीत स्वर, सुर, स्वर

A notation representing the pitch and duration of a musical sound.

The singer held the note too long.
musical note, note, tone

അർത്ഥം : ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ

ഉദാഹരണം : ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି

പര്യായപദങ്ങൾ : କଣ୍ଠିରବ, କେଶରୀ, ନଖୀ, ବିକ୍ରନ୍ତ, ଭୀମବିକ୍ରମ, ମୃଗପତି, ମୃଗରାଟ, ମୃଗେନ୍ଦ୍ର, ସିଂହ, ସିଙ୍ଘୀ, ହେମାଙ୍ଗ


മറ്റ് ഭാഷകളിലേക്കുള്ള വിവർത്തനം :

Large gregarious predatory feline of Africa and India having a tawny coat with a shaggy mane in the male.

king of beasts, lion, panthera leo

അർത്ഥം : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ

ഉദാഹരണം : ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି

പര്യായപദങ്ങൾ : ଠାକୁର, ଦିଅଁ, ଦେବ, ଦେବତା


മറ്റ് ഭാഷകളിലേക്കുള്ള വിവർത്തനം :

Any supernatural being worshipped as controlling some part of the world or some aspect of life or who is the personification of a force.

deity, divinity, god, immortal

അർത്ഥം : କୋମଳତା, ତୀବ୍ରତା, ଉତ୍ଥାନ ପତନ ଆଦିରେ ଯୁକ୍ତ ଯେଉଁ ଶବ୍ଦ ପ୍ରାଣୀମାନଙ୍କ କଣ୍ଠରୁ ବାହାରେ

ഉദാഹരണം : କୋକିଳର ସ୍ୱର ବହୁତ ମଧୁର

പര്യായപദങ്ങൾ : କଣ୍ଠସ୍ୱର, ଧ୍ୱନି, ସ୍ୱର


മറ്റ് ഭാഷകളിലേക്കുള്ള വിവർത്തനം :

कोमलता, तीव्रता, उतार-चढ़ाव आदि से युक्त वह शब्द जो प्राणियों के गले से आता है।

उसकी आवाज़ बहुत मीठी है।
आवाज, आवाज़, कंठ स्वर, गला, गुलू, बाँग, बांग, बोली, वाणी, सुर, स्वर

The sound made by the vibration of vocal folds modified by the resonance of the vocal tract.

A singer takes good care of his voice.
The giraffe cannot make any vocalizations.
phonation, vocalisation, vocalism, vocalization, voice, vox

അർത്ഥം : ସହୃଦୟ, ଧର୍ମୀ ଏବଂ ସବୁବେଳେ ଅନ୍ୟର ସହାୟତା କରୁଥିବା ବ୍ୟକ୍ତି

ഉദാഹരണം : ମହାତ୍ମା ଗାନ୍ଧୀ ଦେବତା ଥିଲେ

പര്യായപദങ്ങൾ : ଠାକୁର, ଦେବ, ଦେବତା


മറ്റ് ഭാഷകളിലേക്കുള്ള വിവർത്തനം :

सहृदय, धर्मी और सदा दूसरों की सहायता करने वाला व्यक्ति।

महात्मा गाँधी देवता थे।
देवता

A man of such superior qualities that he seems like a deity to other people.

He was a god among men.
god