അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଗଛର ଯେଉଁ ଅଙ୍ଗ ଗୋଲ ବା ଲମ୍ବା ପାଖୁଡ଼ାରେ ତିଆରି ହୋଇଥାଏ ଏବଂ ଯେଉଁଥିରେ ଫଳ ଉତ୍ପନ୍ନ କରିବାର ଶକ୍ତି ଥାଏ
ഉദാഹരണം : ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫୁଟିଛି
പര്യായപദങ്ങൾ : କୁସୁମ, ପୁଷ୍ପ, ପ୍ରସୂନ, ଫୁଲ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
पौधों में वह अंग जो गोल या लंबी पंखुड़ियों का बना होता है और जिसमें फल उत्पन्न करने की शक्ति होती है।
Reproductive organ of angiosperm plants especially one having showy or colorful parts.
അർത്ഥം : ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି
ഉദാഹരണം : ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
പര്യായപദങ്ങൾ : କୋବିଦ, ଜ୍ଞାତା, ଜ୍ଞାନୀ, ପଣ୍ଡିତ, ବିଜ୍ଞ, ବିଦ୍ୱାନ, ବିବୁଧ
वह जिसे किसी चीज का अच्छा ज्ञान हो।
Someone who has been admitted to membership in a scholarly field.
ഇൻസ്റ്റാൾ ചെയ്യുക