അർത്ഥം : ଷୋହଳ ମଷାର ଏକ ମାପ
ഉദാഹരണം :
ଏବେ ସୁବର୍ଣ୍ଣର ପ୍ରଚଳନ ସମାପ୍ତ ହୋଇଗଲାଣି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦଶ ମଷାର ଏକ ପୁରୁଣା ସ୍ୱର୍ଣ୍ଣମୁଦ୍ରା
ഉദാഹരണം :
ଏବେ କେତେକ ସଂଗ୍ରହାଳୟରେ ହିଁ ସୁବର୍ଣ୍ଣ ଦେଖିବାକୁ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
ഉദാഹരണം :
ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
പര്യായപദങ്ങൾ : କନକ, କାଞ୍ଚନ, ସୁନା, ହାଟକ, ହେମ
മറ്റ് ഭാഷകളിലേക്കുള്ള വിവർത്തനം :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।അർത്ഥം : ସୁଖ ସମୃଦ୍ଧି,ଶାନ୍ତି ଆଦିସହ ଯୁକ୍ତ
ഉദാഹരണം :
ଗୁପ୍ତ କାଳକୁ ଐତିହାସିକମାନେ ସୁବର୍ଣ୍ଣଯୁଗ ବୋଲି କହିଛନ୍ତି ଏଭଳି ସୁବର୍ଣ୍ଣ ଅବସର ପୁଣି କେବେ ଆସିବ?
പര്യായപദങ്ങൾ : ସ୍ୱର୍ଣ୍ଣ, ସ୍ୱର୍ଣ୍ଣିମ
മറ്റ് ഭാഷകളിലേക്കുള്ള വിവർത്തനം :
Marked by peace and prosperity.
A golden era.