അർത്ഥം : ଯେଉଁଥିରେ ସୁଗନ୍ଧ ଅଛି
ഉദാഹരണം :
ଗୋଲାପ ଗୋଟିଏ ସୁଗନ୍ଧିତ ପୁଷ୍ପ
പര്യായപദങ്ങൾ : ସୁଗନ୍ଧପୂର୍ଣ୍ଣ, ସୁବାସିତ, ସୁରଭିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଗନ୍ଧ ସହ ଯୁକ୍ତ
ഉദാഹരണം :
ମୋ ବଗିଚାରେ ଅନେକ ପ୍ରକାର ସୁଗନ୍ଧିତ ଫୁଲର ଗଛ ଅଛି
പര്യായപദങ്ങൾ : ଗନ୍ଧଯୁକ୍ତ, ବାସଯୁକ୍ତ, ବାସ୍ନାଯୁକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୁଗନ୍ଧିତ କରାଯାଇଥିବା
ഉദാഹരണം :
ବଜାରରେ ବିଭିନ୍ନ ପ୍ରକାରର କୃତ୍ରିମ ସୁବାସିତ ଫୁଲ ମିଳୁଛି
പര്യായപദങ്ങൾ : ସୁବାସିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମାଟି ଉପରେ ବର୍ଷାର ପ୍ରଥମ ପାଣି ପଡ଼ିବା ବା ଭଜା ହୋଇଥିବା ବୁଟ,ବେସନ ଆଦିରୁ ବାହାରୁଥିବା(ସୁଗନ୍ଧ)
ഉദാഹരണം :
ବାସନ ପାଖରେ ପହଞ୍ଚିଲା ବେଳକୁ ସୁଗନ୍ଧିତ ମହକ ଆସିବାକୁ ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :