അർത്ഥം : ଯାହା ଠିକ୍ଠିକ୍ ଅର୍ଥରେ ପୂରା ହୁଏ ବା ଘଟିତ ହୁଏ(ଉକ୍ତି ବା କଥନ)
ഉദാഹരണം :
ଲୋକମାନେ ତ ତାଙ୍କ ସାର୍ଥକ ଭବିଷ୍ୟତବାଣୀ ଉପରେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଲାଭ, ଯଶ ଆଦି ଦୃଷ୍ଟିରୁ ଠିକ ବା ଠିକଭାବେ ବ୍ୟବହାର ହୋଇଥାଏ
ഉദാഹരണം :
ଆପଣଙ୍କ ଦର୍ଶନ ହେବାରୁ ମୋ ଜୀବନ ସାର୍ଥକ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଅର୍ଥ ଅଛି
ഉദാഹരണം :
ଆପଣଙ୍କ ଉକ୍ତି ସାର୍ଥକ
പര്യായപദങ്ങൾ : ଅର୍ଥପୂର୍ଣ୍ଣ, ଅର୍ଥଯୁକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
Having a meaning or purpose.
A meaningful explanation.