അർത്ഥം : ଏକ ପ୍ରାଚୀନ ପ୍ରଦେଶ ଯାହା ପଞ୍ଜାବରେ ସରସ୍ୱତୀ ନଦୀର କୂଳରେ ଅବସ୍ଥିତ
ഉദാഹരണം :
ସାରସ୍ୱତ ରାଜ୍ୟର ଅସ୍ତିତ୍ୱ ଏବେ ନାହିଁ
പര്യായപദങ്ങൾ : ସାରସ୍ୱତ ରାଜ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
एक प्राचीन प्रदेश जो पंजाब में सरस्वती नदी के तट पर था।
सारस्वत राज्य अब अस्तित्व में नहीं है।അർത്ഥം : ଜଣେ ଗୋତ୍ର ପ୍ରବର୍ତ୍ତକ ଋଷି
ഉദാഹരണം :
ପୁରାଣରେ ସାରସ୍ୱତ ଋଷିଙ୍କ ବର୍ଣ୍ଣନା ମିଳେ
പര്യായപദങ്ങൾ : ସାରସ୍ୱତ ଋଷି
മറ്റ് ഭാഷകളിലേക്കുള്ള വിവർത്തനം :
A mentor in spiritual and philosophical topics who is renowned for profound wisdom.
sageഅർത്ഥം : ସାରସ୍ୱତ ଦେଶରେ ବସବାସ କରୁଥିବା ବ୍ରାହ୍ମଣ
ഉദാഹരണം :
ପଣ୍ଡିତ ଜଣକ ସାରସ୍ୱତ ବ୍ରାହ୍ମଣ
പര്യായപദങ്ങൾ : ସାରସ୍ୱତ ବ୍ରାହ୍ମଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ତଥ୍ୟରେ ପୂର୍ଣ୍ଣ ଏବଂ ଯେଉଁଥିରେ ସତ୍ୟତା ନିହିତଥାଏ
ഉദാഹരണം :
ଏହା ତଥ୍ୟପୂର୍ଣ୍ଣ କଥା
പര്യായപദങ്ങൾ : ତଥ୍ୟପୂର୍ଣ୍ଣ, ତଥ୍ୟାତ୍ମକ, ସାରଗର୍ଭକ, ସାରପୂର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :