അർത്ഥം : ସଭାର ବୈଠକ, ଶୁଣାଣି ବା ଅନ୍ୟ କୌଣସି କାମକୁ ଅନ୍ୟ ସମୟ ବା ସ୍ଥାନ ନିମନ୍ତେ ଅଟକାଇ ଦେବାର କ୍ରିୟା ବା ଭାବ
ഉദാഹരണം :
ପରିବାରର ସଦସ୍ୟଙ୍କ ମୃତ୍ୟୁ କାରଣରୁ ବିବାହକୁ ସ୍ଥଗିତ ରଖାଗଲା
പര്യായപദങ്ങൾ : ନିବର୍ତ୍ତନ, ମୁଲତବି, ସ୍ଥଗିତ
മറ്റ് ഭാഷകളിലേക്കുള്ള വിവർത്തനം :
The act of postponing to another time or place.
adjournment