അർത്ഥം : ବ୍ରହ୍ମାଙ୍କ ପତ୍ନୀ
ഉദാഹരണം :
ସାବିତ୍ରୀଙ୍କୁ ଉପାସନା କରି ରାଜା ଅଶ୍ୱପତି ଗୋଟିଏ କନ୍ୟା ପ୍ରାପ୍ତ ହୋଇ ତାହାର ନାମ ସାବିତ୍ରୀ ରଖିଥିଲେ
പര്യായപദങ്ങൾ : ଦେବୀ ସାବିତ୍ରୀ, ସାବିତ୍ରୀ ଦେବୀ
മറ്റ് ഭാഷകളിലേക്കുള്ള വിവർത്തനം :
ब्रह्मा की पत्नी।
राजा अश्वपति ने सावित्री की उपासना कर एक कन्या प्राप्त की जिसका नाम भी उसने सावित्री ही रखा।A female deity.
goddessഅർത്ഥം : ଅଷ୍ଟବକ୍ରଙ୍କ କନ୍ୟା
ഉദാഹരണം :
ସାବିତ୍ରୀଙ୍କ ଉଲ୍ଲେଖ ଧର୍ମଗ୍ରନ୍ଥରେ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ରାଜା ଭୋଜଙ୍କ ପତ୍ନୀ
ഉദാഹരണം :
ସାବିତ୍ରୀଙ୍କ ସହିତ ରାଜା ଭୋଜ ନଗର ଭ୍ରମଣରେ ଗଲେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଧର୍ମଙ୍କ ପତ୍ନୀ
ഉദാഹരണം :
ସାବିତ୍ରୀଙ୍କ ଉଲ୍ଲେଖ ପୁରାଣରେ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : କଶ୍ୟପଙ୍କ ପତ୍ନୀ
ഉദാഹരണം :
ସାବିତ୍ରୀଙ୍କ ଉଲ୍ଲେଖ ପୌରାଣିକ ଗ୍ରନ୍ଥରେ ମିଳିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଗୋଟିଏ ପ୍ରକାରର ସଂସ୍କାର
ഉദാഹരണം :
ବ୍ରତୋପନୟନ ସମୟରେ ସାବିତ୍ରୀ ସଂସ୍କାର କରାଯାଇଥାଏ
പര്യായപദങ്ങൾ : ସାବିତ୍ରୀ ସଂସ୍କାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପ୍ଲକ୍ଷଦ୍ୱୀପର ଗୋଟିଏ ନଦୀ
ഉദാഹരണം :
ସାବିତ୍ରୀ ନଦୀର ବର୍ଣ୍ଣନା ପୁରାଣରେ ମିଳେ
പര്യായപദങ്ങൾ : ସାବିତ୍ରୀ ନଦୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆପଣା ସତୀତ୍ୱପାଇଁ ପ୍ରସିଦ୍ଧ ସତ୍ୟବାନଙ୍କ ପତ୍ନୀ
ഉദാഹരണം :
ସାବିତ୍ରୀ ନିଜ ସତୀତ୍ୱ ବଳରେ ତାଙ୍କ ମୃତ ପତିଙ୍କୁ ଜୀବିତ କରାଇଲେ
പര്യായപദങ്ങൾ : ସତୀସାବିତ୍ରୀ
മറ്റ് ഭാഷകളിലേക്കുള്ള വിവർത്തനം :
सत्यवान की पत्नी जो अपने सतीत्व के लिए प्रसिद्ध है।
सावित्री ने सतीत्व के बल पर अपने मृत पति को जीवित करा लिया।An imaginary being of myth or fable.
mythical being