അർത്ഥം : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
ഉദാഹരണം :
ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
പര്യായപദങ്ങൾ : ଅନୁରୂପତା, ସମତା, ସମତୁଲ୍ୟତା, ସମରୂପତା, ସମାନତା, ସାଦୃଶ୍ୟତା
മറ്റ് ഭാഷകളിലേക്കുള്ള വിവർത്തനം :
The quality of being similar or comparable in kind or nature.
There is a remarkable homogeneity between the two companies.അർത്ഥം : ଅନୁରୂପ ବା ରଙ୍ଗ ଆଦି ଦୃଷ୍ଟିକୋଣରୁ ଏକଭଳି ହୋଇଥିବା
ഉദാഹരണം :
ଆମକୁ ଏହି ଶାଢ଼ୀର ଗୋଟିଏ ମ୍ୟାଚିଙ୍ଗ୍ ବ୍ଲାଉଜ ବି ଦରକାର
പര്യായപദങ്ങൾ : ଅନୁରୂପ, ମ୍ୟାଚିଙ୍ଗ୍
മറ്റ് ഭാഷകളിലേക്കുള്ള വിവർത്തനം :
Intentionally matched.
Curtains and walls were color coordinated.