അർത്ഥം : ପବନ ବହିବାର ଶବ୍ଦ
ഉദാഹരണം :
ସାଇଁସାଇଁ ଶବ୍ଦରୁ ରକ୍ଷା ପାଇବାପାଇଁ ସେ କାନରେ ତୁଳା ଲଗେଇଲା
പര്യായപദങ്ങൾ : ସୁ ସୁ ଶବ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
A buzzing or hissing sound as of something traveling rapidly through the air.
He heard the whiz of bullets near his head.അർത്ഥം : ନିର୍ଜନ ସ୍ଥାନରେ ବା ନିଛାଟିଆରେ ଆପେଆପେ ଉତ୍ପନ୍ନ ହେଉଥିବା ଶବ୍ଦ
ഉദാഹരണം :
ସଂଧ୍ୟା ହୋଇଥିଲା ଓ ଭଙ୍ଗାଘରଆଡ଼ୁ ସାଇଁସାଇଁ ଶବ୍ଦ ଆସୁଥିଲା
പര്യായപദങ്ങൾ : ସାଏଁସାଏଁ ଶବ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
निर्जन स्थानों में या सन्नाटे में आप से आप होने वाला शब्द।
साम का समय था और खंडहर में साँय-साँय हो रही थी।