അർത്ഥം : କୌଣସି କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି
ഉദാഹരണം :
ଏହି କାମରେ ସେ ମୋର ସହଯୋଗୀବ୍ୟକ୍ତି
പര്യായപദങ്ങൾ : ସହଯୋଗକର୍ତ୍ତା, ସହଯୋଗୀ, ସହଯୋଗୀବ୍ୟକ୍ତି, ସହାୟକ
മറ്റ് ഭാഷകളിലേക്കുള്ള വിവർത്തനം :
वह व्यक्ति जो किसी काम आदि में सहयोग करता हो।
इस काम में वह मेरा सहयोगी है।അർത്ഥം : ଯେ କୌଣସି କାମରେ ସହାୟତା କରେ
ഉദാഹരണം :
ରାମ ମୋର ସହଯୋଗୀ
പര്യായപദങ്ങൾ : ସହଯୋଗୀ, ସହାୟକ, ସାହାଯ୍ୟକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମସ୍ତଙ୍କ ଲାଭପାଇଁ ମିଳିମିଶି ତିଆରି ବା କରା ହୋଇଥିବା
ഉദാഹരണം :
ସେ ଅନେକ ସାହାଯ୍ୟକାରୀ ସଂସ୍ଥା ସହ ଜଡ଼ିତ
പര്യായപദങ്ങൾ : ସାହାଯ୍ୟକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
सबके लाभ के लिए मिलजुलकर बनाया या किया जाने वाला।
वह कई सारी सहकारी संस्थाओं से जुड़ा हुआ है।