അർത്ഥം : ସହଜ ହେବାର ଅବସ୍ଥା ବା ଭାବ
ഉദാഹരണം :
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା
പര്യായപദങ്ങൾ : ସରଳତା, ସହଜ, ସହଜତା, ସୁଗମତା
മറ്റ് ഭാഷകളിലേക്കുള്ള വിവർത്തനം :
Freedom from difficulty or hardship or effort.
He rose through the ranks with apparent ease.അർത്ഥം : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
ഉദാഹരണം :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
പര്യായപദങ്ങൾ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସହଜ, ସୁଗମ, ସୁବୋଧ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Capable of being apprehended or understood.
apprehensible, graspable, intelligible, perceivable, understandableഅർത്ഥം : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା
ഉദാഹരണം :
ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ
പര്യായപദങ്ങൾ : ସହଜ, ସୁବୋଧ୍ୟ, ସୁଲଭ, ସ୍ୱଭାବିକ
മറ്റ് ഭാഷകളിലേക്കുള്ള വിവർത്തനം :
गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।
उसका सहज नृत्य मन को लुभाता है।Displaying effortless beauty and simplicity in movement or execution.
An elegant dancer.അർത്ഥം : ଯିଏ କିଛି ଜାଣେ ନାହିଁ
ഉദാഹരണം :
ଅପରାଧୀମାନେ କାଲି ରାତିରେ ଜଣେ ନିରୀହ ପିଲାକୁ ହତ୍ୟା କରିଦେଲେ
പര്യായപദങ്ങൾ : ନିରୀହ
മറ്റ് ഭാഷകളിലേക്കുള്ള വിവർത്തനം :
Free from evil or guilt.
An innocent child.അർത്ഥം : କୌଣସି ବାହାନା ବା ବୁଝାମଣା ବିନା ସିଧାରେ
ഉദാഹരണം :
ସେ ଏମିତି ସାଦାସିଧା ନୁହେଁ ଯେତିକି ଦେଖେଉଛି
പര്യായപദങ്ങൾ : ନିଷ୍କପଟ, ସାଦାସିଧା, ସିଧା
മറ്റ് ഭാഷകളിലേക്കുള്ള വിവർത്തനം :
Without evasion or compromise.
A square contradiction.അർത്ഥം : ଯାହା ମନରେ ଛଳ-କପଟ ନାହିଁ ଏବଂ ଯେ ପୂରାପୂରି ସାଧାସିଧା
ഉദാഹരണം :
ଆଜିକାଲି ସରଳଲୋକଙ୍କୁ ବୋକା ବୋଲି ବୁଝାଯାଉଛି
പര്യായപദങ്ങൾ : ଅକୁଟିଳ, ଅବୋଧ, କୁଟିଳତାହୀନ, ଛଳହୀନ, ନିଷ୍କପଟ, ସିଧା ସାଧା
മറ്റ് ഭാഷകളിലേക്കുള്ള വിവർത്തനം :
जिसके मन में छल-कपट न हो और जो एकदम सीधा-सादा हो।
आजकल सीधे लोगों को बुद्धू समझा जाता है।