അർത്ഥം : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
ഉദാഹരണം :
ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
പര്യായപദങ്ങൾ : ବେଳ
മറ്റ് ഭാഷകളിലേക്കുള്ള വിവർത്തനം :
A period of time considered as a resource under your control and sufficient to accomplish something.
Take time to smell the roses.അർത്ഥം : ଏକ ଅନିଶ୍ଚିତ କାଳ
ഉദാഹരണം :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
An indefinite period (usually marked by specific attributes or activities).
The time of year for planting.അർത്ഥം : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
ഉദാഹരണം :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
പര്യായപദങ്ങൾ : ଅବସର, କାଳ, ଦିନ, ବେଳା, ଯୁଗ
മറ്റ് ഭാഷകളിലേക്കുള്ള വിവർത്തനം :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.അർത്ഥം : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
ഉദാഹരണം :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବହୁତ ଅଧିକ ସମୟ
ഉദാഹരണം :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ
ഉദാഹരണം :
ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
ഉദാഹരണം :
ତାଙ୍କର ଏମାସପରେ ଭଲ ସମୟ ଆସିବ
മറ്റ് ഭാഷകളിലേക്കുള്ള വിവർത്തനം :
The continuum of experience in which events pass from the future through the present to the past.
He waited for along time.അർത്ഥം : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
ഉദാഹരണം :
ହୋଲି ବେଳ ଆସୁଛି
മറ്റ് ഭാഷകളിലേക്കുള്ള വിവർത്തനം :
A period of the year marked by special events or activities in some field.
He celebrated his 10th season with the ballet company.അർത്ഥം : କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
ഉദാഹരണം :
ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
പര്യായപദങ്ങൾ : ମହଲତ
മറ്റ് ഭാഷകളിലേക്കുള്ള വിവർത്തനം :