അർത്ഥം : କାହାରି ପ୍ରତି ଆଦର ଭାବ ଦେଖାଇବାର କ୍ରିୟା
ഉദാഹരണം :
ଆମେ ସମସ୍ତଙ୍କୁ ଅଭିବାଦନ କରିବା ଉଚିତ
പര്യായപദങ്ങൾ : ଅଭିବନ୍ଦନ, ଅଭିବାଦନ
മറ്റ് ഭാഷകളിലേക്കുള്ള വിവർത്തനം :
An act of honor or courteous recognition.
A musical salute to the composer on his birthday.അർത്ഥം : ପ୍ରତିଷ୍ଠିତ ହେବାର ଅବସ୍ଥା ବା ଭାବ
ഉദാഹരണം :
ତାହାର ସମାଜରେ ବଡ଼ ପ୍ରତିଷ୍ଠା ଅଛି ଏହି ନିର୍ବାଚନ ମୋତେ ଯେ କୌଣସି ପ୍ରକାରେରେ ଜିତିବାକୁ ହେବ କାରଣ ଏହା ମୋର ମର୍ଯ୍ୟାଦାର ପ୍ରଶ୍ନ
പര്യായപദങ്ങൾ : ଆଦର, ପ୍ରତିପତ୍ତି, ପ୍ରତିଷ୍ଠା, ମର୍ଯ୍ୟାଦା, ସ୍ଥିତି
മറ്റ് ഭാഷകളിലേക്കുള്ള വിവർത്തനം :
प्रतिष्ठित होने की अवस्था या भाव।
उसकी समाज में बड़ी प्रतिष्ठा है।A high standing achieved through success or influence or wealth etc..
He wanted to achieve power and prestige.അർത്ഥം : କୌଣସି କାମପାଇଁ ଦିଆଯାଇଥିବା ସମ୍ମାନ ବା ବସ୍ତୁ ଇତ୍ୟାଦି
ഉദാഹരണം :
ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟେକ ବିଦ୍ୟାଳୟରେ ପୁରସ୍କାର ବିତରଣ କରାଯାଏ
പര്യായപദങ്ങൾ : ପୁରସ୍କାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଦର ଓ ସମ୍ମାନ
ഉദാഹരണം :
ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
പര്യായപദങ്ങൾ : ଅଭ୍ୟର୍ଥନା, ଆଦର ସମ୍ମାନ, ଖାତିରି
മറ്റ് ഭാഷകളിലേക്കുള്ള വിവർത്തനം :
आदर-सम्मान।
सेठ मनोहरजी सबकी आवभगत करते हैं।