അർത്ഥം : ଏହା ଦେଖିବା ଯେ କୌଣସି ବସ୍ତୁ ଠିକ୍ ଅଛି କି ନାହିଁ
ഉദാഹരണം :
ନିଜର ଲୁଗା ସମ୍ଭାଳ
പര്യായപദങ്ങൾ : ସଜାଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
ഉദാഹരണം :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
പര്യായപദങ്ങൾ : ଦାୟିତ୍ୱନେବା, ଦେଖିବା, ଯତ୍ନନେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।അർത്ഥം : ସଂଯତ କରି ଆୟତ୍ତରେ ରଖିବା
ഉദാഹരണം :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
പര്യായപദങ്ങൾ : କାବୁ କରିବା, ବଶ କରିବା, ସଂଯତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖରାପ ଦଶାରେ ଗତି କରିବାରୁ ରୋକିବା
ഉദാഹരണം :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
പര്യായപദങ്ങൾ : ସୁରକ୍ଷିତ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.അർത്ഥം : କୌଣସି ବୋଝ ଆଦିକୁ ଥୋଇବା
ഉദാഹരണം :
ନୂଆ ବୋହୂଦ୍ୱାରା ଘର ସମ୍ଭଳା ହବା କଷ୍ଟକର
പര്യായപദങ്ങൾ : ସମ୍ଭଳା ଯିବା, ସମ୍ଭଳା ହବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
ഉദാഹരണം :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
Bear or be able to bear the weight, pressure,or responsibility of.
His efforts carried the entire project.അർത്ഥം : ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
ഉദാഹരണം :
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ମନୋବେଗକୁ ରୋକିବା
ഉദാഹരണം :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
പര്യായപദങ്ങൾ : ଆୟତ୍ତ କରିବା, ସଂଯତ କରିବା, ସହିବା, ସ୍ଥିର ରହିବା
മറ്റ് ഭാഷകളിലേക്കുള്ള വിവർത്തനം :