അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେଉଁ ସୂଚନା ଯାହା ରେଡିଓ, ଖବର କାଗଜଆଦିରେ ମିଳେ
ഉദാഹരണം : ଏବେ ଆପଣ ହିନ୍ଦୀରେ ଦେଶବିଦେଶର ଖବର ଶୁଣୁଥିଲେ
പര്യായപദങ്ങൾ : ଖବର, ବାର୍ତ୍ତା, ସମାଚାର
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह सूचना जो रेडियो, समाचार पत्रों, आदि से प्राप्त हो।
Information reported in a newspaper or news magazine.
അർത്ഥം : ଯେଉଁ କଥା କାହାରିକୁ କୌଣସି ବିଷୟକ ଜ୍ଞାନ ଦେବାପାଇଁ ବା ଜଣେଇବାପାଇଁ କୁହାଯାଏ
ഉദാഹരണം : ଜଳବାୟୁ ବିଭାଗ ଭାରି ବର୍ଷା ହେବାର ସୂଚନା ଦେଇଛି ମୁଁ ରାମକୁ ଖବରଦେଇଛି ସେ ଆସୁଥିବ
പര്യായപദങ്ങൾ : ଏତଲା, ଖବର, ଜ୍ଞାପନ, ନୋଟିସ୍, ସୂଚନା
वह बात आदि जो किसी को किसी विषय का ज्ञान या परिचय कराने के लिए कही जाए।
A message received and understood.
ഇൻസ്റ്റാൾ ചെയ്യുക