അർത്ഥം : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
ഉദാഹരണം :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
പര്യായപദങ്ങൾ : ବର୍ଗ, ଶ୍ରେଣୀ, ସମୂହ
മറ്റ് ഭാഷകളിലേക്കുള്ള വിവർത്തനം :
A general concept that marks divisions or coordinations in a conceptual scheme.
categoryഅർത്ഥം : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ഉദാഹരണം :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
പര്യായപദങ്ങൾ : ଗଣ, ଗୋଠ, ଦଳ, ପଲ, ବୃନ୍ଦ, ଯୂଥ, ସମୂହ
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.