അർത്ഥം : ଜାତୀୟ ବା ସାଂସ୍କୃତିକ ବା ଧାର୍ମିକ ବିଶେଷତା ଥିବା ଲୋକସମୂହ
ഉദാഹരണം :
ବୈଦିକ ହିନ୍ଦୁ ସମାଜରେ ଅନେକ ଦେବତାଙ୍କୁ ପୂଜା କରିଥାନ୍ତି
പര്യായപദങ്ങൾ : ସମୁଦାୟବର୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
ഉദാഹരണം :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
പര്യായപദങ്ങൾ : ବର୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
A group of people living in a particular local area.
The team is drawn from all parts of the community.