അർത്ഥം : କୌଣସି ବସ୍ତୁ ,ପରିସ୍ଥିତି ଆଦିକୁ ଧରିବା ବା ବ୍ୟବହାର କରିବାଯୋଗ୍ୟ କରାଇବା କ୍ରିୟା
ഉദാഹരണം :
ରାସ୍ତା ପାରି କରିବା ସମୟରେ ରାହୁଳ ଗାଡ଼ି ଅସୁବିଧା ପରିସ୍ଥିତିକୁ ଆସିଲା
പര്യായപദങ്ങൾ : ଅସୁବିଧା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ഉദാഹരണം :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
പര്യായപദങ്ങൾ : ଅରିଷ୍ଟ, ଆପଦ, କଷ୍ଟ, ବିପଦ, ସଂକଟ
മറ്റ് ഭാഷകളിലേക്കുള്ള വിവർത്തനം :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.അർത്ഥം : କୌଣସି ଅଡ଼ୁଆକଥା ବା ବିଶେଷତଃ ଖରାପ କାମ ଯାହାକୁ ବୁଝାଇବା ବା କରିବା କଠିନ ହୋଇଥାଏ
ഉദാഹരണം :
ମୁଁ କିଭଳି ଗୋଲକ ଧନ୍ଦାରେ ପଡ଼ିଯାଇଛି
പര്യായപദങ്ങൾ : ଗୋଲକ ଧନ୍ଦା
മറ്റ് ഭാഷകളിലേക്കുള്ള വിവർത്തനം :
बहुत उलझन की कोई बात या काम जिसे समझना या करना कठिन हो, विशेषकर गलत काम।
मैं किस गोरखधंधे में फँस गया हूँ।അർത്ഥം : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
ഉദാഹരണം :
ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
പര്യായപദങ്ങൾ : ଦୂରୁହ ବିଷୟ, ପ୍ରଶ୍ନ, ସଙ୍କଟ
മറ്റ് ഭാഷകളിലേക്കുള്ള വിവർത്തനം :