അർത്ഥം : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
ഉദാഹരണം :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
പര്യായപദങ്ങൾ : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
ഉദാഹരണം :
କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
പര്യായപദങ്ങൾ : ଅର୍ପଣ କରିବା, ଚଢ଼ାଇବା, ଭେଟିଦେବା, ଲାଗିକରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।
काली मंदिर में बहुत चढ़ावा चढ़ता है।അർത്ഥം : କୌଣସି ବିଶିଷ୍ଟ କାର୍ଯ୍ୟ, ବ୍ୟକ୍ତି ବା କାରଣ ଆଦିକୁ ସଂପୂର୍ଣ୍ଣରୂପେ ଦେଇଦବା
ഉദാഹരണം :
ସେ ନିଜର ସାରା ଜୀବନ ସମାଜ ସେବା ନିମନ୍ତେ ସମର୍ପଣ କରିଛନ୍ତି
പര്യായപദങ്ങൾ : ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी विशिष्ट कार्य, व्यक्ति या कारण आदि के लिए धन, समय आदि पूरी तरह से देना।
उसने अपना सारा जीवन समाज सेवा के लिए समर्पित कर दिया है।Give entirely to a specific person, activity, or cause.
She committed herself to the work of God.