അർത്ഥം : ଯେଉଁ କ୍ଷେତ୍ରରେ ଯୁଦ୍ଧ ହୋଇଛି ବା ହୁଏ
ഉദാഹരണം :
ସେ ଅନ୍ତିମ ସମୟ ପର୍ଯ୍ୟନ୍ତ ଯୁଦ୍ଧଭୂମିରେ ଦୃଢ଼ ରହିଥିଲେ
പര്യായപദങ്ങൾ : ଯୁଦ୍ଧକ୍ଷେତ୍ର, ଯୁଦ୍ଧଭୂମି, ଯୁଦ୍ଧସ୍ଥଳ, ରଣ କ୍ଷେତ୍ର, ରଣ ସ୍ଥଳ, ରଣଭୂମି, ସମରକ୍ଷେତ୍ର, ସମରଭୂମି
മറ്റ് ഭാഷകളിലേക്കുള്ള വിവർത്തനം :
वह क्षेत्र जहाँ युद्ध हुआ हो या होता हो।
वह अंतिम समय तक युद्धभूमि में डटा रहा।A region where a battle is being (or has been) fought.
They made a tour of Civil War battlefields.