അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ
ഉദാഹരണം : ଏହି ବଗିଚାର ସବୁ ଗଛ ହରିତ୍ ଦେଖାଯାଉଛନ୍ତି
പര്യായപദങ്ങൾ : ଚିରଶ୍ୟାମଳ, ହରିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो सूखा या मुरझाया न हो।
Still wet or moist.
അർത്ഥം : ଯାହା ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ
ഉദാഹരണം : ଜନସଂଖ୍ୟା ବଢ଼ିଚାଲିଲା ଏବଂ ଲୋକେ ସବୁଜ ଅରଣ୍ୟ କାଟିଚାଲିଲେ
പര്യായപദങ്ങൾ : ଚିରହରିତ୍, ଶ୍ୟାମଳସବୁଜ
जो हरे पेड़-पौधों से भरा हुआ हो।
Characterized by abundance of verdure.
അർത്ഥം : ଯେଉଁଥିରେ ଜୀବନଶକ୍ତି ରହିଛି
ഉദാഹരണം : ଜଳ ସିଞ୍ଚନ କଲେ ଗ୍ରୀଷ୍ମଦିନେ ବି ଗଛଲତା ସବୁଜ ରହେ
പര്യായപദങ്ങൾ : ଶ୍ୟାମଳ
जो मुरझाया न हो या जिसमें जीवन शक्ति हो।
അർത്ഥം : ଯାହା ସବୁଜ ରଙ୍ଗର
ഉദാഹരണം : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା
പര്യായപദങ്ങൾ : ଶାଗୁଆ, ହରିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो हरे रंग का हो।
ഇൻസ്റ്റാൾ ചെയ്യുക