അർത്ഥം : ସଫେଦା ଆମ୍ବର ଗଛ
ഉദാഹരണം :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
പര്യായപദങ്ങൾ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ, ପୁଣ୍ଡରୀକ ଆମ୍ବ, ସଫେଦା ଆମ୍ବ
മറ്റ് ഭാഷകളിലേക്കുള്ള വിവർത്തനം :
Large evergreen tropical tree cultivated for its large oval fruit.
mangifera indica, mango, mango treeഅർത്ഥം : ଗୋଟିଏ ପ୍ରକାରର ବହୁତ ଲମ୍ବା ଗଛ ଯାହାର କଢ଼ ଓ ଫଳରୁ ବାହାରୁଥିବା ସୁଗନ୍ଧିତ ତୈଳ ଔଷଧ ତିଆରି କାମରେ ଆସେ
ഉദാഹരണം :
ସେ ସଫେଦା ଉପରେ ଚଢ଼ିବାକୁ ଚେଷ୍ଟା କରୁଛି
പര്യായപദങ്ങൾ : ଗଂଧ ସଫେଦା, ଗନ୍ଧ ସଫେଦା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦସ୍ତା ଗୁଣ୍ଡ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ
ഉദാഹരണം :
ବୈଦ୍ୟ ବଜାରରୁ ସଫେଦା ମଗାଇଲେ
പര്യായപദങ്ങൾ : ଦସ୍ତାଗୁଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ഉദാഹരണം :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
പര്യായപദങ്ങൾ : ପୁଣ୍ଡରୀକ, ସଫେଦା ଆମ୍ବ
മറ്റ് ഭാഷകളിലേക്കുള്ള വിവർത്തനം :
Large oval tropical fruit having smooth skin, juicy aromatic pulp, and a large hairy seed.
mango