അർത്ഥം : କୌଣସି କଥାର ଚିନ୍ତା, ଅପେକ୍ଷା, ବା ଅଭିଯୋଗ ନ ରହିବା ବା କୌଣସି କଥାରେ ସଂପୂର୍ଣ୍ଣ ପ୍ରସନ୍ନ ହେବାର ଭାବ
ഉദാഹരണം :
ମୋ କାମ ଆପଣଂକୁ ସନ୍ତୋଷ ଦେଲା କି ନାହିଁ
പര്യായപദങ്ങൾ : ସନ୍ତୋଷ
മറ്റ് ഭാഷകളിലേക്കുള്ള വിവർത്തനം :
Happiness with one's situation in life.
contentmentഅർത്ഥം : ସନ୍ତୁଷ୍ଟ କରିବାର ପ୍ରକ୍ରିୟା
ഉദാഹരണം :
ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ
പര്യായപദങ്ങൾ : ଆତ୍ମାଶାନ୍ତି, ତୁଷ୍ଟିକରଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନର ଏହି ଅବସ୍ଥା ଯାହା କାରଣରୁ ଆମେ ସଦାବେଳେ ପ୍ରସନ୍ନ ରହୁ ଏବଂ କୌଣସି କମନା ମନରେ ରହେ ନାହିଁ
ഉദാഹരണം :
ସନ୍ତୋଷ ମଣିଷକୁ ସୁଖ ଓ ଶାନ୍ତି ପ୍ରଦାନ କରେ
പര്യായപദങ്ങൾ : ସନ୍ତୋଷ
മറ്റ് ഭാഷകളിലേക്കുള്ള വിവർത്തനം :