പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ସଦ୍‌ଗୁରୁ എന്ന വാക്കിന്റെ അർത്ഥവും ഉദാഹരണവും.

ସଦ୍‌ଗୁରୁ   ବିଶେଷ୍ୟ

അർത്ഥം : ଧର୍ମଗ୍ରନ୍ଥଗୁଡିକ ଅନୁସାରେ ଆଧ୍ୟାତ୍ମିକ ଜ୍ଞାନ ଦେଉଥିବା ବା ପଥ ପ୍ରଦର୍ଶକ ଯେଉଁ ଗୁରୁଙ୍କର ସ୍ବାନୁଭୁତି ହୋଇସାରିଛି ଏବଂ ଯେ ସାଧନାର ଠିକ ରାସ୍ତା ବା ପ୍ରଣାଳୀ ବତାଇ ପାରନ୍ତି

ഉദാഹരണം : ଲୋକମାନଙ୍କ ମନରେ ସବୁବେଳେ ଏହି ପ୍ରଶ୍ନ ଉଠେ ଯେ ପରିଣାମତଃ ସଦଗୁରୁଙ୍କୁ ଚିହ୍ନି ହେବ କେମିତି

പര്യായപദങ്ങൾ : ସତ୍‌ଗୁରୁ, ସୁତୀର୍ଥ

അർത്ഥം : ସତ୍‌ ଏବଂ ଭଲ ଗୁରୁ

ഉദാഹരണം : ରାମାନନ୍ଦ, ପରମହଂସଆଦି ସଦ୍‌ଗୁରୁ ଥିଲେ ଧର୍ମଶାସ୍ତ୍ରରେ ସଦ୍‌ଗୁରୁଙ୍କର ଅନନ୍ତ ମହିମାର ବର୍ଣ୍ଣନା ରହିଛି


മറ്റ് ഭാഷകളിലേക്കുള്ള വിവർത്തനം :

धर्मग्रंथों के अनुसार आध्यात्मिक ज्ञान देने वाला या पथ-प्रदर्शक वह सच्चा और अच्छा गुरु जिसे स्वानुभूति हो चुकी हो और जो साधना का ठीक मार्ग या प्रणाली बतला सके।

रामानन्द, परमहंस आदि सद्गुरु थे।
धर्मशास्त्रों में सद्गुरु की अनंत महिमा बताई गई है।
सतगुरु, सद्गुरु, सुतीर्थ

An authority qualified to teach apprentices.

master, professional