അർത്ഥം : ମାପିବାପାଇଁ,ରେକର୍ଡ଼ପାଇଁ ବା ନିୟନ୍ତ୍ରଣପାଇଁ ଉପକରଣରେ ସଜ୍ଜିତ କରିବା
ഉദാഹരണം :
ସେ ଲାବରେଟୋରୀକୁ ଉପକରଣରେ ସଜାଉଛି
പര്യായപദങ്ങൾ : ସଜାଇବା, ସଜ୍ଜୀକରଣ କରିବା, ସଜ୍ଜୀକୃତ କରିବା, ସୁସଜ୍ଜିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
* मापने के लिए, रिकार्ड के लिए या नियंत्रण के लिए उपकरणों से लैस करना।
वह प्रयोगशाला को उपकरणों से सुसज्जित कर रहा है।Equip with instruments for measuring, recording, or controlling.
instrumentഅർത്ഥം : କୁଶଳ ବା ସୁନ୍ଦର କରିବା
ഉദാഹരണം :
ନୂଆ ବୋହୂ ଘରକୁ ସଜାଡ଼ି ଦେଇଛି
പര്യായപദങ്ങൾ : ସଜାଡ଼ିଦେବା, ସୁବିନ୍ୟସ୍ତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବସ୍ତୁମାନଙ୍କୁ ଏପରିଭାବେ ରଖିବା ଯେ ଦେଖିଲେ ଭଲ ଓ ସୁନ୍ଦର ଜଣାପଡିବ(ବ୍ୟକ୍ତି ବା ସ୍ଥାନ)
ഉദാഹരണം :
ନୂଆ ବୋହୂ ଘରଟିକୁ ବହୁତ ବଢ଼ିଆ ସଜେଇଛି
പര്യായപദങ്ങൾ : ଅଳଙ୍କୃତ କରିବା, ସଜାଇବା, ସଜେଇବା
മറ്റ് ഭാഷകളിലേക്കുള്ള വിവർത്തനം :
ऐसी वस्तुओं से युक्त करना कि देखने में भला और सुंदर जान पड़े (व्यक्ति या स्थान)।
नई बहू ने घर को बहुत बढ़िया सजाया है।