അർത്ഥം : ତିଆରି କରାଇବାର କାମ
ഉദാഹരണം :
ସାଇକେଲ ସଜାଡ଼ିବାପାଇଁ ଏକ ଘଣ୍ଟା ଲାଗିଲା
മറ്റ് ഭാഷകളിലേക്കുള്ള വിവർത്തനം :
The act that results in something coming to be.
The devising of plans.അർത്ഥം : ଏହା ଦେଖିବା ଯେ କୌଣସି ବସ୍ତୁ ଠିକ୍ ଅଛି କି ନାହିଁ
ഉദാഹരണം :
ନିଜର ଲୁଗା ସମ୍ଭାଳ
പര്യായപദങ്ങൾ : ସମ୍ଭାଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭଙ୍ଗାରୁଜା ଜିନିଷକୁ ପୁଣି ଠିକ୍ ଅବସ୍ଥା ବା ରୂପକୁ ଆଣିବା
ഉദാഹരണം :
ଘଣ୍ଟା ମରାମତବାଲା ଘଣ୍ଟା ମରାମତି କରୁଛି
പര്യായപദങ്ങൾ : ଠିକ୍ କରିବା, ମରାମତି କରିବା
മറ്റ് ഭാഷകളിലേക്കുള്ള വിവർത്തനം :
टूटी-फूटी चीज़ को पुनः ठीक दशा या रूप में लाना।
घड़ीसाज घड़ी की मरम्मत कर रहा है।അർത്ഥം : ଠିକ୍ ରୂପେ ବ୍ୟବସ୍ଥିତ କରିବା ବା ଠିକ୍ ସ୍ଥାନରେ ରଖିବା
ഉദാഹരണം :
ଶ୍ୟାମ ତା କୋଠରୀରେ ଅସଜଡ଼ା ଜିନିଷଗୁଡ଼ିକୁ ସଜାଡ଼ୁଥିଲା
പര്യായപദങ്ങൾ : ସୁବ୍ୟବସ୍ଥିତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
अच्छी तरह से व्यवस्थित करना या नियत स्थान पर रखना।
श्याम कमरे में बिखरी हुई वस्तुओं को सुव्यवस्थित कर रहा है।Put (things or places) in order.
Tidy up your room!.