അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯେ ଘୋଡ଼ା ଉପରେ ଚଢ଼େ
ഉദാഹരണം : ଗଣତନ୍ତ୍ର ଦିବସ ଅବସରରେ ପାଞ୍ଚ ଶହ ଘୋଡ଼ା ଚାଳକଙ୍କ ପଟୁଆର ବାହାରିଲା
പര്യായപദങ്ങൾ : ଅଶ୍ୱପତି, ଅଶ୍ୱବାହ, ଘୋଡାଚାଳକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
वह जो घोड़े पर सवार हो।
A man skilled in equitation.
അർത്ഥം : ଘୋଡ଼ାଗାଡ଼ି ଚଳାଉଥିବା ବା ଅଡ଼ାଉଥିବା ବ୍ୟକ୍ତି
ഉദാഹരണം : ସଇସ ଘୋଡ଼ାକୁ ଘୋଡ଼ାଗାଡ଼ିରେ ଯୋଚୁଛି
പര്യായപദങ്ങൾ : କଚୁଆନ, ଘୋଡ଼ାଚାଳକ
वह जो घोड़ागाड़ी चलाता या हाँकता हो।
A man who drives a coach (or carriage).
അർത്ഥം : ଯେ ଘୋଡ଼ାର ରକ୍ଷଣାବେକ୍ଷଣ କରେ
ഉദാഹരണം : ସଇସ ଘୋଡ଼ାକୁ ଘୋଡ଼ାଶାଳାରେ ବାନ୍ଧୁଛି
പര്യായപദങ്ങൾ : ଅଶ୍ୱପାଳ, ଅଶ୍ୱପାଳକ, ଅଶ୍ୱରକ୍ଷକ
वह जो घोड़े की देख-रेख करता हो।
Someone employed in a stable to take care of the horses.
ഇൻസ്റ്റാൾ ചെയ്യുക