അർത്ഥം : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
ഉദാഹരണം :
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.അർത്ഥം : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
ഉദാഹരണം :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
പര്യായപദങ്ങൾ : ପରିଷଦ, ପ୍ରତିଷ୍ଠାନ, ସଂଗଠନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
ഉദാഹരണം :
ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
പര്യായപദങ്ങൾ : ସଂଗଠନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସାହିତ୍ୟ, ବିଜ୍ଞାନ, କଳାଆଦିର ଉନ୍ନତି ନିମନ୍ତେ ସ୍ଥାପିତ ସମାଜ
ഉദാഹരണം :
ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ଶିକ୍ଷା କ୍ଷେତ୍ରରେ ବିଶ୍ୱବିଖ୍ୟାତ
പര്യായപദങ്ങൾ : ଅଧିଷ୍ଠାନ, ଇନଷ୍ଟିଚ୍ୟୁଟ୍, ସଂସ୍ଥାନ
മറ്റ് ഭാഷകളിലേക്കുള്ള വിവർത്തനം :
साहित्य, विज्ञान, कला आदि की उन्नति के लिये स्थापित समाज।
भारतीय प्रौद्योगिकी संस्थान शिक्षा के मामले में विश्व विख्यात हैं।An association organized to promote art or science or education.
institute