അർത്ഥം : ନିକ୍ଷେପ କରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ନିଷ୍ପଳ କରିପାରୁଥିବା ଅସ୍ତ୍ର
ഉദാഹരണം :
ବିଶ୍ବର ପ୍ରତ୍ୟେକ ଦେଶ ନିକଟରେ ଆଗ୍ନେୟାସ୍ତ୍ରର ସୁରକ୍ଷା ବ୍ୟବସ୍ଥା ରହିବା ଆବଶ୍ୟକ
പര്യായപദങ്ങൾ : ରକ୍ଷା, ସୁରକ୍ଷା ବ୍ୟବସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
चलाए हुए अस्त्र-शस्त्र को निष्फल करने वाला अस्त्र।
विश्व के हर देश के पास आग्नेयास्त्रों का आवरण होना आवश्यक है।അർത്ഥം : ରକ୍ଷାକରିବାର ପ୍ରକ୍ରିୟା ବା ଭାବ
ഉദാഹരണം :
କୃଷକଟି କ୍ଷେତର ଦେଖାରଖା କରୁଛି
പര്യായപദങ്ങൾ : ଦେଖାରଖା, ଦେଖାଶୁଣା, ଯତ୍ନ, ହେପାଜତ
മറ്റ് ഭാഷകളിലേക്കുള്ള വിവർത്തനം :
The activity of protecting someone or something.
The witnesses demanded police protection.അർത്ഥം : ପାଳନ ପୋଷଣ କରିବା ବା ଆଶ୍ରୟରେ ରହିବାବାଲା ବ୍ୟକ୍ତି
ഉദാഹരണം :
ଏହି ବିଦ୍ୟାଳୟର କେତେଜଣ ପୃଷ୍ଠପୋଷକ ଅଛନ୍ତି
പര്യായപദങ്ങൾ : ପୃଷ୍ଠପୋଷକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭବିଷ୍ୟ ଆଦି ନିମନ୍ତେ ବା ଆଗକୁ ହେଉଥିବା ଆବଶ୍ୟକତା କାରଣରୁ ଅଗ୍ରୀମ ବା ସଞ୍ଚି ରଖିବାର କ୍ରିୟା
ഉദാഹരണം :
ସଂରକ୍ଷଣଦ୍ୱାରା ଭବିଷ୍ୟତର ଅସୁବିଧାରୁ ରକ୍ଷା କରାଯାଇପାରିବ
മറ്റ് ഭാഷകളിലേക്കുള്ള വിവർത്തനം :
भविष्य आदि के लिए या आगे की आवश्यकता के कारण अलग या बचाकर रखने की क्रिया।
संरक्षण द्वारा भविष्य की कठिनाइयों से बचा जा सकता है।The act of keeping back or setting aside for some future occasion.
reservationഅർത്ഥം : ଭଲଭାବରେ କରାଯାଉଥିବା ରକ୍ଷା
ഉദാഹരണം :
ଯେଉଁ ବୀରମାନେ ଦେଶର ସୁରକ୍ଷାପାଇଁ ସୀମାରେ ନିଯୁକ୍ତ, ସେ ଦେଶ ସେହି ବୀରମାନଙ୍କ ପ୍ରତି କୃତଜ୍ଞ
പര്യായപദങ്ങൾ : ନିରାପତ୍ତା, ରକ୍ଷା, ସୁରକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
अच्छी तरह की जाने वाली रक्षा।
यह देश आभारी है उन वीरों का जो देश की सुरक्षा के लिए सीमाओं पर तैनात हैं।The activity of protecting someone or something.
The witnesses demanded police protection.അർത്ഥം : ସଂରକ୍ଷିତ କରିବାର କ୍ରିୟା ବା ଖରାପ ହେବା ବା ନଷ୍ଟ ହେବାରୁ ରକ୍ଷା କରିବାର କ୍ରିୟା
ഉദാഹരണം :
ଶୀତଳ ଭଣ୍ଡାରରେ ଫଳ,ପନିପରିବା ଆଦିର ସଂରକ୍ଷଣ କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
संरक्षित करने की क्रिया या खराब होने या खतरे से बचाने की क्रिया।
ठंडे गोदामों में फल, सब्जियों आदि का संरक्षण किया जाता है।The activity of protecting someone or something.
The witnesses demanded police protection.