അർത്ഥം : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
ഉദാഹരണം :
ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
പര്യായപദങ്ങൾ : ଖବର, ସଂଦେଶ, ସମାଚାର
മറ്റ് ഭാഷകളിലേക്കുള്ള വിവർത്തനം :
A communication (usually brief) that is written or spoken or signaled.
He sent a three-word message.അർത്ഥം : ହାଲ୍ଚାଲ୍
ഉദാഹരണം :
ବିଲାତ ଯିବା ପରେ ମନୋଜ କେବେ ବି ନିଜ ଗାଁଉଲୀ ମାଆବାପାଙ୍କ ଖବର ବୁଝିଲା ନାହିଁ
പര്യായപദങ്ങൾ : ଖବର
മറ്റ് ഭാഷകളിലേക്കുള്ള വിവർത്തനം :
Paying particular notice (as to children or helpless people).
His attentiveness to her wishes.