അർത്ഥം : ନିଜକୁ ବିଶିଷ୍ଟ ସହାୟତା ପ୍ରଦାନ କରିବାର ସ୍ଥିତିରେ ଥିବା ବ୍ୟକ୍ତି
ഉദാഹരണം :
ସେ ରାଜ୍ୟପାଳଙ୍କ ସହିତ ମିଶିବା ଲାଗି ନିଜର ବ୍ୟବସାୟିକ ସମ୍ପର୍କକୁ ଉପଯୋଗ କଲେ
പര്യായപദങ്ങൾ : ସମ୍ପର୍କ
മറ്റ് ഭാഷകളിലേക്കുള്ള വിവർത്തനം :
(usually plural) a person who is influential and to whom you are connected in some way (as by family or friendship).
He has powerful connections.അർത്ഥം : କୌଣସି ପ୍ରକାରର ସଂପର୍କ
ഉദാഹരണം :
ଏହି କାମସହିତ ରାମର କୌଣସି ସମ୍ବନ୍ଧ ନାହିଁ
പര്യായപദങ്ങൾ : ନେଣଦେଣ, ସମ୍ବନ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :
A state of connectedness between people (especially an emotional connection).
He didn't want his wife to know of the relationship.അർത്ഥം : ସମୂହଙ୍କ ମଧ୍ୟରେ ସଂପ୍ରେଷଣର ମାଧ୍ୟମ
ഉദാഹരണം :
ପୁଲିସ୍ ଅପରାଧୀର ସମ୍ପର୍କୀୟଙ୍କ ଠିକଣା ଖୋଜୁଛି
പര്യായപദങ്ങൾ : ସମ୍ପର୍କ
മറ്റ് ഭാഷകളിലേക്കുള്ള വിവർത്തനം :
A channel for communication between groups.
He provided a liaison with the guerrillas.