അർത്ഥം : ଏକ ସଙ୍ଗେ କୌଣସି କାମ କରିବାପାଇଁ ଲୋକମାନଙ୍କ ଏକ ସମୂହ
ഉദാഹരണം :
ରାମ ଏକ ବେସରକାରୀ ସଂଗଠନର ସଦସ୍ୟ
പര്യായപദങ്ങൾ : ପରିଷଦ, ପ୍ରତିଷ୍ଠାନ, ସଂସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିକ୍ଷିପ୍ତ ଶକ୍ତିକୁ ଏକତ୍ରିତ କରି ତାକୁ କୌଣସି କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିର୍ମିତ ସଂସ୍ଥା
ഉദാഹരണം :
ଭାରତକୁ ବିଦେଶୀ ଶାସନରୁ ମୁକ୍ତ କରିବାପାଇଁ ଭିନ୍ନଭିନ୍ନ ଅନେକ ସଂଗଠନ ତିଆରି କରାଯାଇଥିଲା
പര്യായപദങ്ങൾ : ସଂସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :