പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଷୋହଳ ଶୃଙ୍ଗାର എന്ന വാക്കിന്റെ അർത്ഥവും ഉദാഹരണവും.

ଷୋହଳ ଶୃଙ୍ଗାର   ବିଶେଷ୍ୟ

അർത്ഥം : ବିବାହିତ ସ୍ତ୍ରୀର ସଂପୂର୍ଣ୍ଣ ଷୋହଳଟି ଶୃଙ୍ଗାର, ଯଥା ସୌନ୍ଦର୍ଯ୍ୟବର୍ଦ୍ଧକ ଲେପ ଲଗାଇବା, ସ୍ନାନ କରିବା, ସ୍ୱଚ୍ଛବସ୍ତ୍ର ଧାରଣ କରିବା, କେଶବିନ୍ୟାସ କରିବା, ଆଖିରେ ଅଞ୍ଜନ ଲଗାଇବା, ସୀମନ୍ତରେ ସିନ୍ଦୂର ଲଗାଇବା, ଅଳତା ଲଗାଇବା, ମଥାରେ ତିଳକ ଲଗାଇବା, ଚିବୁକରେ ତିଳଚିହ୍ନ ଆଙ୍କିବା, ମେହେନ୍ଦୀ ଲଗାଇବା, ଅତର ଆଦି ସୁଗନ୍ଧିତ ଦ୍ରବ୍ୟ ଲଗାଇବା, ଅଳଙ୍କାର ପିନ୍ଧିବା, ଫୁଲମାଳ ଧାରଣ କରିବା, ମିସି ଲଗାଇବା, ପାନ ଖାଇବା ଏବଂ ଓଠ ରଙ୍ଗାଇବା

ഉദാഹരണം : ନୃତ୍ୟାଙ୍ଗନା ଷୋହଳ ଶୃଙ୍ଗାରରେ ସଜ୍ଜେଇ ହୋଇଥିଲା


മറ്റ് ഭാഷകളിലേക്കുള്ള വിവർത്തനം :

विवाहित स्त्री का संपूर्ण शृंगार जो सोलह माने गए हैं जो ये हैं- अंग में उबटन लगाना, स्नान, स्वच्छ वस्त्र धारण, बाल सँवारना, नयानांजन लगाना, माँग में सिंदूर लगाना, महावर लगाना, मस्तक पर तिलक, चिबुक पर तिल बनाना, मेंहदी रचाना, इत्र आदि सुगंधित द्रव्य लगाना, आभूषण पहनना, पुष्पमाला धारण करना, मिस्सी लगाना, पान खाना एवं होंठों को रंगना।

नृत्यांगना सोहल सिंगार की हुई थी।
नौसत, सोलह शृंगार, सोलह सिंगार