പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଶ୍ରୀ എന്ന വാക്കിന്റെ അർത്ഥവും ഉദാഹരണവും.

ଶ୍ରୀ   ବିଶେଷ୍ୟ

അർത്ഥം : ଧନର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କୁ ବିଷ୍ଣୁଙ୍କ ପତ୍ନୀ କୁହାଯାଏ

ഉദാഹരണം : ଲୋକେ ଧନ ପ୍ରାପ୍ତି ନିମନ୍ତେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି

പര്യായപദങ്ങൾ : ଇନ୍ଦିରା, କମଳା, ଚଞ୍ଚଳା, ଜଗନ୍ନମୟୀ, ନାରାୟଣୀ, ପଦ୍ମହସ୍ତା, ପଦ୍ମା, ପଦ୍ମାସନୀ, ପଦ୍ମିନୀ, ବିଷ୍ଣୁପ୍ରିୟା, ରମା, ଲକ୍ଷ୍ମୀ, ସିନ୍ଧୁକନ୍ୟା, ସିନ୍ଧୁଜା, ହରିପ୍ରିୟା


മറ്റ് ഭാഷകളിലേക്കുള്ള വിവർത്തനം :

Hindu goddess of fortune and prosperity.

lakshmi

അർത്ഥം : ଏକ ଆଦରସୂଚକ ଶବ୍ଦ ଯାହା ପୁରୁଷମାନଙ୍କ ନାମର ପୂର୍ବରୁ ବା ସେମାନଙ୍କୁ ସମ୍ବୋଧନ କରିବାପାଇଁ ଲଗାଯାଇଥାଏ

ഉദാഹരണം : ଶ୍ରୀମାନ ଅଜିତ ଯୋଗୀଙ୍କୁ ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି

പര്യായപദങ്ങൾ : ଶ୍ରୀମାନ


മറ്റ് ഭാഷകളിലേക്കുള്ള വിവർത്തനം :

एक आदरसूचक शब्द जो पुरुषों के नाम के पहले या उनको संबोधित करने के लिए लगाया जाता है।

श्रीमान् अजीत जोगी छत्तीसगढ़ के प्रथम मुख्य मंत्री नियुक्त किए गए हैं।
श्रीमान, श्रीमान्

A form of address for a man.

mister, mr, mr.

അർത്ഥം : ଏକ ଆଦରସୂଚକ ସମ୍ବୋଧନ

ഉദാഹരണം : ପୁରୁଷଙ୍କ ନାମ ଆରମ୍ଭରେ ଶ୍ରୀ ଲେଖାଯାଏ

പര്യായപദങ്ങൾ : ଶ୍ରୀମାନ୍, ଶ୍ରୀଯୁକ୍ତ


മറ്റ് ഭാഷകളിലേക്കുള്ള വിവർത്തനം :

एक आदरसूचक संबोधन।

श्री पुरुषों के नाम के आगे लगाया जाता है।
श्री

A form of address for a man.

mister, mr, mr.

അർത്ഥം : ସମ୍ପୂର୍ଣ୍ଣ ଜାତିର ଏକ ରାଗ

ഉദാഹരണം : ଶ୍ରୀରାଗରୁ ଅନେକ ରାଗର ଉତ୍ପତ୍ତି ହୋଇଛି

പര്യായപദങ്ങൾ : ଶ୍ରୀରାଗ


മറ്റ് ഭാഷകളിലേക്കുള്ള വിവർത്തനം :

संपूर्ण जाति का एक राग।

श्री से कई राग उत्पन्न हुए हैं।
श्री, श्री राग, श्रीराग

Any of various fixed orders of the various diatonic notes within an octave.

mode, musical mode