അർത്ഥം : ଶୁଣିବା କ୍ରିୟା ବା କାମ
ഉദാഹരണം :
କାନ ରହିଛି ଭଲ କଥା ଶ୍ରବଣ ପାଇଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ଧକ ମୁନିଙ୍କ ପୁତ୍ର ଯେ ନିଜ ପିତାମାତାଙ୍କୁ ବାହୁଙ୍ଗି ଭାରରେ ବସାଇ ତୀର୍ଥ ଯାତ୍ରା କରିବାପାଇଁ ନେଇ ଯାଇଥିଲେ
ഉദാഹരണം :
ରାଜା ଦଶରଥଙ୍କଦ୍ୱାରା ନିକ୍ଷେପ କରାଯାଇଥିବା ଶବ୍ଦଭେଦୀ ବାଣରେ ଶ୍ରବଣ କୁମାରଙ୍କ ମୃତ୍ୟୁ ହୋଇଥିଲା
പര്യായപദങ്ങൾ : ଶ୍ରବଣ କୁମାର
മറ്റ് ഭാഷകളിലേക്കുള്ള വിവർത്തനം :
अंधक मुनि के पुत्र जो अपने माता-पिता को काँवर में बिठाकर तीर्थ यात्रा कराने ले गए थे।
श्रवण की मृत्यु राजा दशरथ द्वारा छोड़े गए शब्दभेदी बाण से हुई।An imaginary being of myth or fable.
mythical beingഅർത്ഥം : ନବଧା ଭକ୍ତିର ଗୋଟିଏ ପ୍ରକାର ଯେଉଁଥିରେ ଭକ୍ତ ନିଜର ଆରାଧ୍ୟ ଦେବତାଙ୍କ କଥା ବା ଚରିତ୍ରଆଦି ଶୁଣେ
ഉദാഹരണം :
ମୋ ମାଆଙ୍କର ଭକ୍ତିର ଆଧାର ହେଉଛି ଶ୍ରବଣ
പര്യായപദങ്ങൾ : ଶ୍ରବଣ ଭକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
नवधा भक्ति का एक भेद जिसमें भक्त अपने आराध्य देव की कथा या चरित्र आदि सुनता है।
मेरी माँ की भक्ति का आधार श्रवण है।(Hinduism) loving devotion to a deity leading to salvation and nirvana. Open to all persons independent of caste or sex.
bhaktiഅർത്ഥം : କୌଣସି ପ୍ରକାରର ଅଭିଯୋଗ ବା ନିବେଦନ ଆଦିର ଶୁଣାଣି ହେବାର କ୍ରିୟା
ഉദാഹരണം :
ସେ ଚିତ୍କାରକରି ପୁଲିସକୁ ଫଇସଲା ଶୁଣାଇବା ପାଇଁ ବ୍ୟସ୍ତ କରିଦେଲା କେଉଁଠି ହେଉ ବା ନହେଉ ଭଗବାନଙ୍କ ଦରବାରରେ ନିଶ୍ଚୟ ଫଇସଲା ଶୁଣାଣି ହେବ
പര്യായപദങ്ങൾ : ଫଇସଲା ଶୁଣାଇବା, ଫଇସଲା ଶୁଣାଣି, ଶୁଣିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी तरह की शिकायत या फरियाद आदि के सुने जाने की क्रिया।
उसने चिल्ला-चिल्लाकर पुलिस को सुनवाई के लिए मज़बूर कर दिया।